ଖରଖରିଗୀତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଖରିଗୀତ
ଉଚ୍ଚାରଣ: Kharakharigita

ପ୍ରାଦେ (ଗଞ୍ଜାମ) ବି —

ଖରଖରି ଓଷା କରିଥିବା ତାଳିକାମାନେ ବୋଲିବା ଗାନ —Songs sung by girls observing the Kharakhari vow.

ଖରଖରିକି ବରବରୋଇ ଦିଅ ବରଷଇ ପାଣି, ନଇନାଳ ମାଡ଼ି ଆଇଲଣି ନଭାନାଇକାଣୀ— (ଗୋଟିଏ ଖରଖରି ଗୀତ)