ଖରଖରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରଖରୀ
ଉଚ୍ଚାରଣ: Kharakharī

ଦେ. ବିଣ. ସ୍ତ୍ରୀ —

ଖରଖରିଆର ସ୍ତ୍ରୀ ଖରଖରିଆରେ ସ୍ତ୍ରୀ ଲିଙ୍ଗ — Feminine of Kharakhariā.

ପ୍ରାଦେ (ଗଡ଼ଜାତ) ବି —

ଲତାବିଶେଷ — A kind of creeper.

[ ଦ୍ର—ଏହା ଢାଳ ଆଦି ଗଛରେ ମାଡ଼େ ଏହାର ପତ୍ରର ପେଟ ପାଖ ଶିରିଶ କାଗଜ ପରି ଆଂଶୁଆଂଶୁଆ ଏ ପତ୍ରରେ ବାଡ଼ି ଆଦି ପାଲିସ୍ କରାଯାଏ ]