ଖରସଦା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରସଦା
ଉଚ୍ଚାରଣ: Kharasadā

ଦେ. ବି —

ଦେବାଳୟ ବା ରାଜବାଟିର ଆୟ ବ୍ୟୟର ହିସାବ— ରକ୍ଷକ କର୍ମଚାରୀବିଶେଷ — A ministerial officer or accountant of a palace or temple.

ପ୍ରାଦେ.

୧: (ଗଡ଼ଜାତ) ବି—କରଣଜାତିର ରାଜପ୍ରଦତ୍ତ ଉପାଧି ବିଶେଷ —୧. Title given to Karanas in the Gaṟḍ̠ajājāt States.

୨: (ଗଞ୍ଜାମ) ବି.—ନାୟକଜାତିର ଅଧିକାରୀବିଶେଷ — ୨. The ୩rd. grade headman of the Nāyaka (astrologer) caste in Ganjam.

[ ଦ୍ର—ଏ ଜାତିରେ ସୋପାନକ୍ରମେ ନାୟକ, ପାତ୍ର, ଖରସଦା ଭଲଭାଇ ଏପରି ଚାରିଜଣ ଅଧିକାରୀ ରହନ୍ତି ]