Jump to content

ଖରାଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରାଟି
ଉଚ୍ଚାରଣ: Kharāṭi

ଦେ. ବିଣ —

୧: ଗ୍ରୀଷ୍ମକାଳୀନ; ଖରୋଟି — ୧. Happening in or produced in the summer.

୨: ଯେଉଁ ସ୍ଥାନରେ ଅଧିକାଂଶ ସମୟ ଖରା ପଡ଼େ; ଅନାବୃତ — ୨. Sunny; exposed to the direct rays of the sun.