ଖରାତୋଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରାତୋଡ଼ି
ଉଚ୍ଚାରଣ: Kharātoṟḍ̠i

ପ୍ରାଦେ. (ବାଲେଶ୍ବର) ବି —

ପାଣି ଶୁଖିଯିବାରୁ କେବଳ କାଦୁଅ ବା ପଙ୍କ ଭିତରେ ବଞ୍ଚି ରହିଥିବା ତୋଡ଼ି ମାଛ —A kind of fish subsisting inside clay after water dries up in summer.