Jump to content

ଖରାପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରାପ
ଉଚ୍ଚାରଣ: Kharāpa
খারাপ खराब

(ବିପରୀୟ—ଆଚ୍ଛା)

ବୈଦେ. ବିଣ. (ଆ. ଖରାବ୍) —

୧: ଦୁଷ୍ଟ — ୧. Wicked; vile.

୨: ମନ୍ଦ; କୁତ୍ସିତ —୨. Bad; evil.

୩: ସଢ଼ା —୩. Rotten.

୪: ନଷ୍ଟ; ବିନଷ୍ଟ — ୪. Spoiled; damaged; ruined.

୫: ଅସତ୍ —୫. Dishonest.

୬: (ଦେହ) ପୀଡ଼ିତ —୬ Sick.

୭: ବ୍ୟର୍ଥ; ବିଫଳ; ନିଷ୍ଫଳ —୭. Frustrated.

ଖରାପ ନ କର ଏଡ଼େ ଆଶା କବିସୂର୍ଯ୍ୟ ସଙ୍ଗୀତ

୮: ଦୁଷ୍ଟିବୁଦ୍ଧି —୮. Of vile propensities.

୯: (ମନ) ବ୍ୟସ୍ତ; କଷ୍ଟପ୍ରାପ୍ତ; ଦୁର୍ଦ୍ଦଶାଗ୍ରସ୍ତ — ୯. (mind) Troubled; pained; in trouble; suffering.

ଖରାପ ତୁ ହେଲୁରେ କବିସୂର୍ଯ୍ୟ—କିଶୋରୀ ଚିମ୍ପୁ

୧: ମର୍ୟ୍ୟାଦାଭ୍ରଷ୍ଟ —୧୦. Dishonoured.

୧୧: ଅପବିତ୍ର —୧୧. Impure.

୧୨: (ଶୁଭବାଚନ) ମୃତ; ହତ — ୧୨. (euphemism) Dead; killed.

(ଯଥା—ଲଢ଼େଇରେ ହଜାର ହଜାର ଲୋକ ଖରାପ ହୋଇ— ଗଲେ)

୧୩: ମନ୍ଦଚରିତ୍ର —୧୩. Of bad character.