ଖରାବେଠି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରାବେଠି
ଉଚ୍ଚାରଣ: Kharābeṭhi

ପ୍ରାଦେ. (ଗଡ଼ଜାତ) ବି. —

ଖୋଦ୍ ରାଜାଙ୍କର, ସରକାରୀ ଓ ଛପରବନ୍ଦି କାର୍ଯ୍ୟ (ୟାହା କି ବିନା ପାରିଶ୍ରମିକରେ ବା ନାମମାତ୍ର ପାରିଶ୍ରମିକ ନେଇ ପ୍ରଜାମାନେ ପ୍ରତିବର୍ଷ ଖରାଦିନେ ସଂପାଦନ କରନ୍ତି) — Impressed labour consisting of thatching and building houses for the Raja and his officeras in summer season.