ଖରୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରୁଆ
ଉଚ୍ଚାରଣ: Kharuā

ଦେ. ବିଣ (ସଂ. ଖର) —

୧: ଚଞ୍ଚଳିଆ — ୧. Swift; pert; active.

୨: ଚଞ୍ଚଳଗରିବିଶିଷ୍ଟ —୨. Swift; footed.

୩: ଯେ ଅଳସୁଆ ନୁହେ —୩. Brisk.