ଖରୋଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖରୋଟି
ଉଚ୍ଚାରଣ: Kharoṭi

ପ୍ରାଦେ (ପୁରୀ) ବିଣ —

ଖରାଦିନେ ବା ଗ୍ରୀଷ୍ମକାଳରେ ଜନ୍ନିବା (ଫସଲ) — (Crop) Growing in summer.

(ଯଥା—ଖରୋଟି କଖାରୁ)