ଖଲକାଣିଆଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲକାଣିଆଁ
ଉଚ୍ଚାରଣ: Khilakāṇiāñ

ଦେ. ବିଣ —

ଯେଉଁ ଛୁରୀ, ଗୁଆକାତି ବା କତୁରୀରେ ଖିଲ ହୁଗୁଳା ହୋଇଯିବାରୁ ତାହାଦ୍ବାରା ଠିକ୍ମତେ କାର୍ୟ୍ୟସାଧନ ହୋଇ ପାରେ ନାହିଁ — (instrument) With a slackend or disordered rivet or pivot-pin.

ପ୍ରାଦେ. (ପୁରୀ) ବିଣ —

ଅନାବନା ଗଛରେ ପୂର୍ଣ୍ଣ (କୃଷିକ୍ଷେତ୍ର) — (a cultivated field) Overgrown with weeds.