ଖଲକାଣିଆଁ
ଦେଖଣା
ଖଲକାଣିଆଁ —
ଉଚ୍ଚାରଣ: Khilakāṇiāñ
ଦେ. ବିଣ —
ଯେଉଁ ଛୁରୀ, ଗୁଆକାତି ବା କତୁରୀରେ ଖିଲ ହୁଗୁଳା ହୋଇଯିବାରୁ ତାହାଦ୍ବାରା ଠିକ୍ମତେ କାର୍ୟ୍ୟସାଧନ ହୋଇ ପାରେ ନାହିଁ — (instrument) With a slackend or disordered rivet or pivot-pin.
ପ୍ରାଦେ. (ପୁରୀ) ବିଣ —
ଅନାବନା ଗଛରେ ପୂର୍ଣ୍ଣ (କୃଷିକ୍ଷେତ୍ର) — (a cultivated field) Overgrown with weeds.