ଖଲଖଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲଖଟିଆ
ଉଚ୍ଚାରଣ: Khalakhatiā

ପ୍ରାଦେ (ସିଂହଭୂମ ଓ ବଣାଇ) ବି —

ବନଜାତ ଶାକବିଶେଷ — Ipomoea Quinata.

[ଦ୍ର— ଏହାର ପତ୍ର ବାଳ ପରି ସରୁ ଓ ଲମ୍ବ; ଡ଼ଙ୍କ ଗୁଡ଼େଇ ଗୁଡ଼େଇ ହୋଇଥାଏ]