ଖଲାସି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲାସି
ଉଚ୍ଚାରଣ: Khalāsi
খলাসী खलासी

ବୈଦେ. ବି. (ଆ. ଖଲାଶି) —

୧: ଜାହାଜ, ଅଗ୍ନିବୋଟ, ରେଳ ଓ କେନାଲ୍ରେ ଓ ତମ୍ବୁ ଟଣିବା ଆଦିରେ ନିଯୁକ୍ତ ନିମ୍ନତମ ଭୃତ୍ୟ; କୁଲୀ —୧. A cooly or menial servant engaged in boats, railway etc (e.g. a sailor, a tent-pitcher).

୨: ଖଲାସ୍ (ଦେଖ) ୨. Khalās (See)

ପ୍ରାଦେ. (ପୁରୀ) ବି. —

ଡୋରର ବିନା ସାହାଯ୍ୟରେ ସ୍ତ୍ରୀଲୋକ— ମାନଙ୍କର କେଶ ବାନ୍ଧବାର ଏକପ୍ରକାର ଖୋସା ବା ଗଣ୍ଠି — A mode of tying the hair into a knot.

ବୈଦେ. ବିଣ. —

ଖଲାସ୍ (ଦେଖ) Khalās (See)