ଖଲାସି ନିକାସି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲାସି ନିକାସି
ଉଚ୍ଚାରଣ: Khalāsi nikāsi
খলাসী ও নিকাসী खलासी ओर निकासी

ଦେ. ବି. (ଆ. ଖଲାଶି ଓ ସଂ. ନିଷ୍କାସନ; କଚିରିଆ ଭାଷା; ସହଚର) —

କୌଣସି ଦାବୀ ବା ଦାୟିତ୍ବ ଆଦିରୁ ମୁକ୍ତି ବା ସମ୍ପୂର୍ଣ୍ଣ ଅବ୍ୟହତି — Complete release from or discharge of any claim or liability.

(ଯଥା—ବିକ୍ରି ସମ୍ପତ୍ତିରେ କେହି ଦାବୀଦାର ଉପସ୍ଥିତ ହେଲେ ସେଥିର ଖଲାସିନିକାସିର ଭାର ଆମ୍ଭତକ୍ ରହିଲା—କବାଲାର ଶରେତ୍)