ଖଲିଆରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲିଆରି
ଉଚ୍ଚାରଣ: Khaliāri

ପ୍ରାଦେ. (ପୁରୀ) ବି —

ବର୍ଷା ସମୟରେ ବହିବା ଦକ୍ଷିଣା ପବନ —Breeze blowing from the south in the rainy season.

[ଦ୍ର—ଏ ପବନ ଆକାଶରେ ବଉଦକୁ ଦକ୍ଷିଣରୁ ଉତ୍ତରପଶ୍ଚିମ ଆଡ଼କୁ ଅର୍ଥାତ୍ ମହାନଦୀର ଉତ୍ପତ୍ତିସ୍ଥଳ ମଧ୍ୟପ୍ରଦେଶ ଆଡ଼କୁ ଉଡ଼ାଇ ନିଏ ସେ ଅଞ୍ଚଳରେ ବର୍ଷା ହେଲେ ମହାନଦୀ ବଢିପାଣି ପଶେ ଅତଏବ ପୁରୀ ଜିଲ୍ଲାର ଲୋକଙ୍କ ପକ୍ଷେ ଖଲିଆରି ପବନ ଶୀଘ୍ର ନଈବଢ଼ି ହେବାର ସୂଚନା କରେ]