ଖଲେଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଲେଇବା
ଉଚ୍ଚାରଣ: Khaleibā
ঝনকান लंगखाना, लंगड़ाना

ଦେ. କ୍ରି —

୧: (ଗୋରୁଗାଈ) ଛୋଟେଇ କରି ବା ଗୋଟିଏ ଗୋଡ଼କୁ ଘୋଷାରି ଚାଲିବା — ୧. (cattle) To wall by dragging a leg on the ground; to wall haltingly.

୨: ଖଲି କହିବା; ଥଟ୍ଟିଲ କଥା କହିବା — ୨. To talk humorously or wittily.

୩: ଥଟ୍ଟା କରିବା —୩. To joke.

୪: ଖଲିବା କ୍ରିୟାର ଣିଜନ୍ତ ରୂପ — ୪. Causative form of Khalibā to pestle.

୫: ଅପରୋକ୍ଷଭାବରେ ବ୍ୟଙ୍ଗ କରିବା — To use innuendoes.