ଖଳିବକଟିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଳିବକଟିଆ
ଉଚ୍ଚାରଣ: Khaḻibakaṭiā

ପ୍ରାଦେ (ଗଡ଼ଜାତ) ବି —

ଚିକିଟାମାଟି (ୟାହା ଓଦା ଥିବାବେଳେ ଗୋରୁ ଗାଈ ତାକୁ ଖୁରାରେ ଚକଟିକରି ଖାଲଢିପ କରି ଦେଇ ଥାଆନ୍ତି) — Hard clayey soil.