ଖସା
ଦେଖଣା
ଖସା —
ଉଚ୍ଚାରଣ: Khasā
তিল
मिठातिल्; तिल्
ଦେ. ବି. —
୧: ରାଶି; ତିଳ — ୧. Sesame (plant and seed); gingili.
୨: ଶରୀରୀରେ ଥିବା କୃଷ୍ଣବର୍ଣ୍ଣ ଦାଗ — ୨. A black mole on the body.
୩: ତଳକୁ ଖସିବା ବା ପଡ଼ିବା କ୍ରିୟା — ୩. Act of falling down.
ପ୍ରାଦେ. (ମେଦିନୀପୁର) ବି —
ତୁଷ —Husks.