ଖସା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖସା
ଉଚ୍ଚାରଣ: Khasā
তিল मिठातिल्; तिल्

ଦେ. ବି. —

୧: ରାଶି; ତିଳ — ୧. Sesame (plant and seed); gingili.

୨: ଶରୀରୀରେ ଥିବା କୃଷ୍ଣବର୍ଣ୍ଣ ଦାଗ — ୨. A black mole on the body.

୩: ତଳକୁ ଖସିବା ବା ପଡ଼ିବା କ୍ରିୟା — ୩. Act of falling down.

ପ୍ରାଦେ. (ମେଦିନୀପୁର) ବି —

ତୁଷ —Husks.