ଖସାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖସାଇବା
ଉଚ୍ଚାରଣ: Khasāibā
খসান खसकवाना

ଦେ. କ୍ରି —

୧: ଖସିବା କ୍ରିୟାର ଣିଜନ୍ତ ରୂପ — ୧. Causative form of Khasibā.

୨: ପେଟରେ ହାତଲେଡ଼ିଦ୍ବାରା ଛାତିଆଡ଼ୁ ତଳିପେଟ ଆଡ଼କୁ ଘଷିବା — ୨. To rub the palm on the belly downwards.