ଖାଇନି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଇନି
ଉଚ୍ଚାରଣ: Khāini

ପ୍ରାଦେ. (ସିଂହଭୂମ) ବି. —

ଚୂନପତ୍ର; ପାଟିରେ ଜାକିବା ପାଇଁ ବ୍ୟବହୃତ ଚୂନ ସଙ୍ଗେ ମଳା ଯାଇଥିବା ତମାଖୁପତ୍ର— ଖଣ୍ଡ —Bits of tobacco leaves crushed with lime and used as a chewing gum.