ଖାଇଭାଲୁ
ଦେଖଣା
ଖାଇଭାଲୁ —
ଉଚ୍ଚାରଣ: Khāibhālu
ପ୍ରାଦେ (ବାଲେଶ୍ବର) ବିଣ —
ଭାରି ଅଳସୁଆ; ଯେ ଖାଇପିଇ ଆନନ୍ଦରେ ରହିଥାଏ ମାତ୍ର କୌଣସି କାମ କରେ ନାହିଁ —Lazy; given to eating and drinking only.