ଖାଇଭାଲୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଇଭାଲୁ
ଉଚ୍ଚାରଣ: Khāibhālu

ପ୍ରାଦେ (ବାଲେଶ୍ବର) ବିଣ —

ଭାରି ଅଳସୁଆ; ଯେ ଖାଇପିଇ ଆନନ୍ଦରେ ରହିଥାଏ ମାତ୍ର କୌଣସି କାମ କରେ ନାହିଁ —Lazy; given to eating and drinking only.