ଖାଞ୍ଚି
ଦେଖଣା
ଖାଞ୍ଚି —
ଉଚ୍ଚାରଣ: Khān̄chi
ପ୍ରାଦେ. (ସିଂହଭୂମ) ବି. ସଂ. କଞ୍ଚି=ବାଉଁଶ କଣି; ତୁଳ. ହି. ଖାଁଚା =ବାଉଁଶ ବା ବେତ ପାତିଆରେ ବୁଣା ଟୋକେଇ)
ବାଉଁଶ ବା ବେତର ପାତିଆରେ ବୁଣା ବଡ଼ ଟୋକେଇ; ବେତା —Big wicker-work basket.