ଖାଞ୍ଚି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଞ୍ଚି
ଉଚ୍ଚାରଣ: Khān̄chi

ପ୍ରାଦେ. (ସିଂହଭୂମ) ବି. ସଂ. କଞ୍ଚି=ବାଉଁଶ କଣି; ତୁଳ. ହି. ଖାଁଚା =ବାଉଁଶ ବା ବେତ ପାତିଆରେ ବୁଣା ଟୋକେଇ)

ବାଉଁଶ ବା ବେତର ପାତିଆରେ ବୁଣା ବଡ଼ ଟୋକେଇ; ବେତା —Big wicker-work basket.