ଖାଞ୍ଚିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଞ୍ଚିବା
ଉଚ୍ଚାରଣ: Khān̄chibā
খিঁচা खाँचना, खीचना

ଦେ. କ୍ରି. (ସଂ. କର୍ଷଣ; କିମ୍ବା ସଂ. ଖଚ ଧାତୁ=ବନ୍ଧନେ) —

ଓଟାରିବା; ଟାଣିବା; ଖେଞ୍ଚିବା — To draw a thing tightly.

ପ୍ରାଦେ. (ସମ୍ବଲପୁର) କ୍ରି —

୧: ତଳକୁ ନୂଆଁଇବା — ୧. To bend downwards.

୨: ଠେସି ଠେସି ଭର୍ତ୍ତି କରିବା — ୨. To thrust by repeated pushing; to ram.

୩: ଜାକି ଧରିବା — ୩. To hold tightly.

ପ୍ରାଦେ. (ବାଲେଶ୍ବର) —

(ଦଉଡ଼ା ଆଦିକୁ) ଟାଣି କରି ବାନ୍ଧିବା — To tie (rope etc) by pulling tightly.

(ଯଥା—ମଶାରି ଖାଞ୍ଚିବା)