ଖାଡ଼ିଆ
ଦେଖଣା
ଖାଡ଼ିଆ —
ଉଚ୍ଚାରଣ: Khāṟḍ̠iā
ଦେ. ବି —
୧: କାନ୍ଧର ଦୁଇ ପାଖରେ ଜାଉଁଳି କରି ପକାଇବା ପାଇଁ ପଥିକମାନଙ୍କ ବ୍ୟବହୃତ ଲମ୍ବ କନାର ମୁଣି — ୧. A long cloth-bag with two pouches at both ends and carried on the shoulder, the ends hanging in front and sides.
୨: ଖାଡ଼ି ଜାଲ (ଦେଖ) ୨. Khāṟḍ̠ijāla (See)
୩: ଅଡ଼ୁଆ; ଗୋଳମାଳ — ୩. Confusion; disorder.
୪: କଳି; ବିବାଦ —୪. Quarrel; dissension.
ଦେ. ବିଣ —
ଥୋରିଆ (ଜାତି) — (people) Carrying on trade by means of pack-bullocks.
ପ୍ରାଦେ (ମେଦିନୀପୁର) ବି (ତୁଳ. ବଂ. କାଢୀ) —
ରୂପା ବା ସୁନାର ସରୁ କାଠି — Long and thick bar or ingot of gold and silver.