ଖାଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଡ଼ିଆ
ଉଚ୍ଚାରଣ: Khāṟḍ̠iā

ଦେ. ବି —

୧: କାନ୍ଧର ଦୁଇ ପାଖରେ ଜାଉଁଳି କରି ପକାଇବା ପାଇଁ ପଥିକମାନଙ୍କ ବ୍ୟବହୃତ ଲମ୍ବ କନାର ମୁଣି — ୧. A long cloth-bag with two pouches at both ends and carried on the shoulder, the ends hanging in front and sides.

୨: ଖାଡ଼ି ଜାଲ (ଦେଖ) ୨. Khāṟḍ̠ijāla (See)

୩: ଅଡ଼ୁଆ; ଗୋଳମାଳ — ୩. Confusion; disorder.

୪: କଳି; ବିବାଦ —୪. Quarrel; dissension.

ଦେ. ବିଣ —

ଥୋରିଆ (ଜାତି) — (people) Carrying on trade by means of pack-bullocks.

ପ୍ରାଦେ (ମେଦିନୀପୁର) ବି (ତୁଳ. ବଂ. କାଢୀ) —

ରୂପା ବା ସୁନାର ସରୁ କାଠି — Long and thick bar or ingot of gold and silver.