ଖାଡ଼ୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଡ଼ୁ
ଉଚ୍ଚାରଣ: Khāṟḍ̠u

ପ୍ରାଦେ. (ସମ୍ବଲପୁର) ବି —

୧: ଏକତ୍ର ୟାତ୍ରା କରୁଥିବା ବଣିକ୍ ଦଳ — ୧. A caravan of traders.

୨: ଥୋରି —୨. pack-saddle.

ପ୍ରାଦେ. (ମେଦିନୀପୁର) ବି. (ତୁଳ. ବଂ. ଖାଡ଼ୁ) —

ଖଡ଼ୁ— (ଦେଖ) Khaṟḍ̠u (See)