ଖାଣ୍ଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଣ୍ଟି
ଉଚ୍ଚାରଣ: Khāṇṭi
খাঁটি खालिस; खरा

ଦେ. ବିଣ. (ସଂ. ଖର) —

୧: ନିରୋଳା — ୧. Undiluted; unadulterated.

୨: ବିଶୁଦ୍ଧ —୨. Pure.

୩: ଅମିଶ୍ରିତ —୩. Unmixed.

୪: ଅକୁତ୍ରିମ —୪. Genuine.

୫: ଭେଲ ବା ଖାଦରହିତ —୫. Unalloyed.

କରନ୍ତି ଭେଲକୁ ହୁଡି ସୁନା ଖାଣ୍ଟି ରାଧାନାଥ. ଦରବାର

୬: ନିୟମପରତନ୍ତ୍ର —୬. Strict.

୭: ସତ୍ —୭. Honest; impartial.

୮: ନ୍ୟାୟପର —୮. Righteous.

୯: ଧର୍ମର ନିୟମକୁ କଠୋର ରୂପେ ପାଳନକାରୀ; ଗୋଡ଼ା — ୯. Orthodox.