ଖାଣ୍ଡି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଣ୍ଡି
ଉଚ୍ଚାରଣ: Khāṇḍi

ପ୍ରାଦେ. (ପୁରୀ) ବି. (ସଂ. ଖଣ୍ଡ) —

ମହାପ୍ରସାଦ କୁଡ଼ୁଆର ଭଙ୍ଗା ଅଂଶ — Broken portion of a pot of cooked offering used as plate to eat the rice-offering.

[ ଦ୍ର—ସାଧାରଣତଃ ଯେଉଁମାନେ ପୁରୀ ବଡ଼ ଦେଉଳରେ ଅନ୍ନମହାପ୍ରାସାଦ ଖାଆନ୍ତି ସେମାନଙ୍କ ସଙ୍ଗେ ଖାଇବା ନିମନ୍ତେ ପାତ୍ର ନ ଥିବାରୁ ମହାପ୍ରସାଦ କୁଡ଼ୁଆକୁଁ ଭାଙ୍ଗି ତହିଁରୁ ଖଣ୍ଡେ ପାତ୍ରରୂପେ ବ୍ୟବହାର କରନ୍ତି ଓ ଏଥିରେ ମହାପ୍ରାସାଦ ଖାଆନ୍ତି ]