ଖାତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାତା
ଉଚ୍ଚାରଣ: Khātā
খাতা खाता

ସଂ. ବି (ଖାତ+ଆ) —

କୁତ୍ରିମ ଜଳାଶୟ — An artificial pond.

ଦେ. ବି (ସଂ. ଖାତକ; ଖାତକର ବିବରଣ ପୁସ୍ତକ) —

୧: ହିସାବ ବହି —୧. Account book; khata.

୨: ଲେଖିବା ନିମନ୍ତେ ବନ୍ଧା ଯାଇଥିବା ବହି — ୨. A stiched book for writting.

୩: ପଣ୍ଡା ମାନଙ୍କର ନିଜ ନିଜ ୟାତ୍ରୀଙ୍କ ନାମଧାମ ଓ ଦସ୍ତଖତ୍ ଥିବା ପୁସ୍ତକ — ୩. The book containing parti-cular address etc of the Pandas respective pilgrims.

୪: ମହାଜନ ମାନଙ୍କ ଦୈନିକ ହିସାବ (ବିକ୍ରି ଖରଦି) ଲେଖା ହେବା ପୁସ୍ତକ —୪. Daily account-book of a trader; daily ledger.

୫: ମହାଜନମାନଙ୍କର ଯେଉଁ ବହିରେ ବେପାରୀ ଓ ଖାତକ ମାନଙ୍କର ନାମଧାମ ଓ ଦସ୍ତଖତ ରହେ; କାରବାରୀ ଖାତା —୫. Book embodying business-loans advanced to debtors and transactions made with debtors.

୬: କାରବାରୀ ବହିରେ ବା ସେଟ୍ଲମେଣ୍ଟ ଖତିଆନରେ ଚଢା-ଯିବା ଗୋଟିଏ ଲୋକର ବିଷୟ — ୬. separate items of individuals entered in the account book or Sattlement Record of Rights.