ଖାନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାନା
ଉଚ୍ଚାରଣ: Khānā
খানা खाना

ବୈଦେ. ବି (ଫା. ଖାନା=ଖାଇବା; ତୁଳ. ସଂ. ଖାଦ୍ ଧାତୁ= ଖାଇବା) —

୧: (ସାହେବ ଓ ମୁସଲ୍ମାନ୍ମାନଙ୍କ) ଭୋଜନ — ୧. Meal (of Europeans or Mahomedans).

ଦିନେ ଓପରଓଳି ଆଖୂନ୍ଚିସାହେବ୍ ଖାନା ଖାଇ ଚିତ୍ର ହୋଇ ଶୋଇଥିଲେ ଫକୀରମୋହନ. ଛମାଣଆଠଗୁଣ୍ଠ

୨: ଭୋଜୀ —୨. Feast; picnic.

୩: ସାହେବୀ ବା ମୁସଲମାନୀ ଧରଣର ଭୋଜନ — ୩. Food provided or eaten in a European or Mahomedan style.

୪: ସାହେବମାନଙ୍କର ସନ୍ଧ୍ୟା ପରେ ହେବା ପ୍ରଧାନ ଭୋଜନ — ୪. Dinner (of Europeans).

୫: (ଫାଖାନ=ସ୍ଥାନ) କୌଣସି କାର୍ଯ୍ୟ ପାଇଁ ନିର୍ଧିଷ୍ଟ ସ୍ଥାନ — ୫. A place set apart for a particular purpose;

[ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ନାଚ୍ଖାନ୍; କବର୍ଖାନ୍; ଗୋସଲ୍ଖାନ୍; ଡାକ୍ତରଖାନା; କିରାନୀଖାନା]

ପ୍ରାଦେ. (ଗଞ୍ଜାମ) ବି —

ପୋଲ —Bridge.