ଖାମୁଚିବା
ଦେଖଣା
ଖାମୁଚିବା —
ଉଚ୍ଚାରଣ: Khāmuchibā
ପ୍ରାଦେ. (ମେଦିନୀପୁର; ତୁଳ; ବଂ—ଖାମୁଚାନ; ସଂ କବଳ) କ୍ରି —
ଆଙ୍ଗୁଠି ଓ ନଖର ପୁଳାପୁଳି କରି ଚିମୁଟିବା —To give a tight pinch with the fingers and nails.