ଖାମୁଚିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାମୁଚିବା
ଉଚ୍ଚାରଣ: Khāmuchibā

ପ୍ରାଦେ. (ମେଦିନୀପୁର; ତୁଳ; ବଂ—ଖାମୁଚାନ; ସଂ କବଳ) କ୍ରି —

ଆଙ୍ଗୁଠି ଓ ନଖର ପୁଳାପୁଳି କରି ଚିମୁଟିବା —To give a tight pinch with the fingers and nails.