Jump to content

ଖାଲି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଲି
ଉଚ୍ଚାରଣ: Khāli
খালি खाली

ଦେ. ବିଣ. (ଫା) —

୧: ତୁଚ୍ଛା; ଶୂନ୍ୟଗର୍ଭ; ଶୂନ୍ୟ; ରିକ୍ତ — ୧. Empty; void.

୨: ମାହାଳିଆ; ଫୋକଟ —୨. Nominal; got gratis; gratuitous.

୩: କର୍ମଶୂନ୍ୟ —୩. Unemployed.

୪: ଯେଉଁଠାରେ କେହି ନ ଥାଏ — ୪. Vacant; unoccupied.

୫: କେବଳ ମାତ୍ର —୫. Only; sole; mere.

ଦୈବ ନିର୍ଭରତା ଖାଲି ଆଲୁସ୍ୟ—ଲକ୍ଷଣ ଚିନ୍ତାମଣି. ବିକ୍ରମାଦିତ୍ୟ

୬: ଏକାକୀ; ୟାହା ସଙ୍ଗେ କେହି ନ ଥାଏ —୬. Single.

୭: ରିକ୍ତହସ୍ତ —୭. Empty-handed.

୮: ଅନାବୃତ (ଶରୀର) — ୮. Bare; uncevered (bady).

୯: ଅଳଙ୍କାରହୀନ (ଶରୀର) — ୯. Devoid of ornaments; unadorned (body).

୧: ଅମିଶ୍ରିତ —୧୦. Unmixed.

(ଯଥା— ଖାଲି ସୁନା; ଖାଲି ଭାତ)

୧୧: ଧନହୀନ; ନିର୍ଦ୍ଧନ —୧୧. Penniless.

ଖାଲି ମକୁନ୍ଦା ଫେର୍ ଫାର୍ ଦୋହଲି ପଇସା ଅଣ୍ଟାରେ ମାର୍—ଢ଼ଗ

୧୨: ବୃଥା; ନିଷ୍ପଳ —୧୨. Vain; frutless.

ବି —

କର୍ମଶୂନ୍ୟତା —Unemployment; Vacancy.

ଦେ. କ୍ରି. ବିଣ —

୧: କେବଳ ମାତ୍ର; ତୁଚ୍ଛା — ୧. Only; solely; nothing but.

ଶନ୍ୟ ଗଗନେ ସଜାଡ଼ି ନିବାସ ଉଡ଼ୁଛି ଖାଲି ବାଆରେ ଭୀକାରୀ. ଗୀତଲହରୀ

୨: ବୃଥାରେ —୨. In vain.