ଖାଲି
ଖାଲି —
ଉଚ୍ଚାରଣ: Khāli
খালি
खाली
ଦେ. ବିଣ. (ଫା) —
୧: ତୁଚ୍ଛା; ଶୂନ୍ୟଗର୍ଭ; ଶୂନ୍ୟ; ରିକ୍ତ — ୧. Empty; void.
୨: ମାହାଳିଆ; ଫୋକଟ —୨. Nominal; got gratis; gratuitous.
୩: କର୍ମଶୂନ୍ୟ —୩. Unemployed.
୪: ଯେଉଁଠାରେ କେହି ନ ଥାଏ — ୪. Vacant; unoccupied.
୫: କେବଳ ମାତ୍ର —୫. Only; sole; mere.
ଦୈବ ନିର୍ଭରତା ଖାଲି ଆଲୁସ୍ୟ—ଲକ୍ଷଣ ଚିନ୍ତାମଣି. ବିକ୍ରମାଦିତ୍ୟ
୬: ଏକାକୀ; ୟାହା ସଙ୍ଗେ କେହି ନ ଥାଏ —୬. Single.
୭: ରିକ୍ତହସ୍ତ —୭. Empty-handed.
୮: ଅନାବୃତ (ଶରୀର) — ୮. Bare; uncevered (bady).
୯: ଅଳଙ୍କାରହୀନ (ଶରୀର) — ୯. Devoid of ornaments; unadorned (body).
୧: ଅମିଶ୍ରିତ —୧୦. Unmixed.
(ଯଥା— ଖାଲି ସୁନା; ଖାଲି ଭାତ)
୧୧: ଧନହୀନ; ନିର୍ଦ୍ଧନ —୧୧. Penniless.
ଖାଲି ମକୁନ୍ଦା ଫେର୍ ଫାର୍ ଦୋହଲି ପଇସା ଅଣ୍ଟାରେ ମାର୍—ଢ଼ଗ
୧୨: ବୃଥା; ନିଷ୍ପଳ —୧୨. Vain; frutless.
ବି —
କର୍ମଶୂନ୍ୟତା —Unemployment; Vacancy.
ଦେ. କ୍ରି. ବିଣ —
୧: କେବଳ ମାତ୍ର; ତୁଚ୍ଛା — ୧. Only; solely; nothing but.
ଶନ୍ୟ ଗଗନେ ସଜାଡ଼ି ନିବାସ ଉଡ଼ୁଛି ଖାଲି ବାଆରେ ଭୀକାରୀ. ଗୀତଲହରୀ
୨: ବୃଥାରେ —୨. In vain.