ଖାସ୍ସମ୍ବାଦଦାତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାସ୍ସମ୍ବାଦଦାତା
ଉଚ୍ଚାରଣ: Khās—sambādadātā
খাসসংবাদদাতা खाससम्वाददाता

ଦେ. ବି (ଫା. ଖାସ୍+ସଂ. ସମ୍ବାଦଦାତା) —

କୌଣସି ସ୍ଥାନର ବା ବିଷୟର ସମ୍ବାଦ ପଠାଇବା ପାଇଁ ସମ୍ବାଦପତ୍ର ପକ୍ଷରୁ ନିଯୁକ୍ତ ବିଶିଷ୍ଟ ସମ୍ବାଦଦାତା —Special correspondent to a newspaper.