ଖିଦ୍ର
ଦେଖଣା
ଖିଦ୍ର —
ଉଚ୍ଚାରଣ: Khidra
খুদ্দ
खुदरा
ସଂ. ବି. (ଖିଦ୍ ଧାତୁ+ ସଂଜ୍ଞାର୍ଥେ. ର) —
୧: ରୋଗ — ୧. Disease; illness.
୨: ଦାରିଦ୍ୟ୍ର; ଦରିଦ୍ରତା —୨. Poverty.
ଗ୍ରା. ବିଣ. (ସଂ. କ୍ଷୁଦ୍ର.) —
୧: କ୍ଷୁଦ୍ର; ଛୋଟ — ୧. Small; petty.
୨: ହେୟ —୨. Insignificant.
ଗ୍ରା. ବି. (ସଂ. ଛିଦ୍ର) —
୧: ଗୃହଚ୍ଛିଦ୍ର — ୧. Family-secrets.
୨: (ସଂ. କ୍ଷୁଦ୍ର)—ତୁଚ୍ଛ ବିଷୟ — ୨. Insignificant matter.