ଖିପ
Appearance
ଖିପ —
ଉଚ୍ଚାରଣ: Khipa
থুথু
थुक्
ପ୍ରାଦେ. (କଟକ) ବି. (ସଂ. କ୍ଷିପ ଧାତୁ) —
୧: ପାନ ପିକ; ପାନ ଖାଇବା ଲୋକର ନିଷ୍ଠୀବନ — ୧. Spittle ejected by a person chewing betel.
সিটি
खाद
୨: ପାନ ଚୋବାଇବା ପରେ ପାଟିରେ ଅବଶିଷ୍ଟ ରହିଯିବା ସିଠ —୨. Pressed dregs left in the mouth after the juice of the chewed betel is sucked.