ଖିପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିପ
ଉଚ୍ଚାରଣ: Khipa
থুথু थुक्

ପ୍ରାଦେ. (କଟକ) ବି. (ସଂ. କ୍ଷିପ ଧାତୁ) —

୧: ପାନ ପିକ; ପାନ ଖାଇବା ଲୋକର ନିଷ୍ଠୀବନ — ୧. Spittle ejected by a person chewing betel.

সিটি खाद

୨: ପାନ ଚୋବାଇବା ପରେ ପାଟିରେ ଅବଶିଷ୍ଟ ରହିଯିବା ସିଠ —୨. Pressed dregs left in the mouth after the juice of the chewed betel is sucked.