ଖିରିସାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିରିସାଣି
ଉଚ୍ଚାରଣ: Khirisāṇi
হেষানি हिनाहिनाहट

ଦେ. ବି. (ସଂ. ହ୍ରେଷା, ହ୍ରେଷଣ) —

ଘୋଡ଼ାର ହ୍ରେଷାରବ; ହେଁ ହେଁ ଶବ୍ଦ — Neighing of a horse.

ହସ୍ତୀଙ୍କର ଘଣ୍ଟାରବ ଗର୍ଜନର ବାଣୀ କ୍ଷତ୍ରିର ଟଙ୍କାର ଅଶ୍ବଙ୍କର ଖିରିସାଣି—ସାରଳା. ମହାଭାରତ