ଖିଲ
ଦେଖଣା
ଖିଲ —
ଉଚ୍ଚାରଣ: Khila
খীল
काल, क्षली
খিলি
खीली
ଦେ. ବି. (ସଂ. କୀଳ) —
୧: କୀଳା; ମେଖ — ୧. A peg; a thick pin.
୨: ହୁଡ଼ୁକା; ଅର୍ଗଳ; କବାଟର କିଳିଣୀ — ୨. A pin or bolt of a door.
୩: (ସଂ. କୁହୁଲି) ପାନ ବିଡ଼ିଆ; ଭଙ୍ଗାପାନ; ପାନରେ ଚୂନ ଲଗାଇ ଖଇର, ମସଲା, ଭଙ୍ଗାଗୁଆ, ଗୁଣ୍ଡିଆଦି ଦେଇ ମୋଡ଼ା ଯିବା କାହାଳୀ —୩. A betel furnished and folded with pieces of nut, spices catechu and smeared with quick-lime.
ପ୍ରାଦେ. (କଳାହାଣ୍ଡି) ବି —
ଶଗଡ଼ର ବାକୁଲି —Pegs fixed on both ends of the yoke of a cart.
ପ୍ରାଦେ, (ପୁରୀ) ବି. —
ଚାଷଜମରେ ଉଠିଥିବା ଗଇଶ ପ୍ରଭୃତି ଅନାବନା ଗଛ — Weeds growing on cultivated land.