ଖିଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖିଲ
ଉଚ୍ଚାରଣ: Khila
খীল काल, क्षली খিলি खीली

ଦେ. ବି. (ସଂ. କୀଳ) —

୧: କୀଳା; ମେଖ — ୧. A peg; a thick pin.

୨: ହୁଡ଼ୁକା; ଅର୍ଗଳ; କବାଟର କିଳିଣୀ — ୨. A pin or bolt of a door.

୩: (ସଂ. କୁହୁଲି) ପାନ ବିଡ଼ିଆ; ଭଙ୍ଗାପାନ; ପାନରେ ଚୂନ ଲଗାଇ ଖଇର, ମସଲା, ଭଙ୍ଗାଗୁଆ, ଗୁଣ୍ଡିଆଦି ଦେଇ ମୋଡ଼ା ଯିବା କାହାଳୀ —୩. A betel furnished and folded with pieces of nut, spices catechu and smeared with quick-lime.

ପ୍ରାଦେ. (କଳାହାଣ୍ଡି) ବି —

ଶଗଡ଼ର ବାକୁଲି —Pegs fixed on both ends of the yoke of a cart.

ପ୍ରାଦେ, (ପୁରୀ) ବି. —

ଚାଷଜମରେ ଉଠିଥିବା ଗଇଶ ପ୍ରଭୃତି ଅନାବନା ଗଛ — Weeds growing on cultivated land.