ଖୁକୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁକୀ
ଉଚ୍ଚାରଣ: Khukī

ପ୍ରାଦେ. ବି.—(ମେଦିନୀପୁର; ବାଲେଶ୍ବର ଓ ବଙ୍ଗାଳୀଙ୍କ ପ୍ରଭାବରେ ପ୍ରଭାବିତ ବଂଶ) —

ଖୁକାର ସ୍ତ୍ରୀଲିଙ୍ଗ — Feminine of Khukā.

ପ୍ରାଦେ. (ସମ୍ବଲପୁର) ବିଣ —

୧: ଅସଭ୍ୟ — ୧. Uncivilised; rude; barbarious.

୨: ଅସୁନ୍ଦର —୨. Uncouth.

୩: ସାଧାରଣ; ଇତର —୩. General (public).