ଖୁକୀ
ଦେଖଣା
ଖୁକୀ —
ଉଚ୍ଚାରଣ: Khukī
ପ୍ରାଦେ. ବି.—(ମେଦିନୀପୁର; ବାଲେଶ୍ବର ଓ ବଙ୍ଗାଳୀଙ୍କ ପ୍ରଭାବରେ ପ୍ରଭାବିତ ବଂଶ) —
ଖୁକାର ସ୍ତ୍ରୀଲିଙ୍ଗ — Feminine of Khukā.
ପ୍ରାଦେ. (ସମ୍ବଲପୁର) ବିଣ —
୧: ଅସଭ୍ୟ — ୧. Uncivilised; rude; barbarious.
୨: ଅସୁନ୍ଦର —୨. Uncouth.
୩: ସାଧାରଣ; ଇତର —୩. General (public).