ଖୁକୁଣ୍ଡି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁକୁଣ୍ଡି
ଉଚ୍ଚାରଣ: Khukuṇḍi

ପ୍ରାଦେ. (ବାଲେଶ୍ବର) ବି —

ତାଳଖୁଙ୍କୁ; ତାଳଗଜା ମଧ୍ୟରେ ଥିବା ଶସ — The soft edible kernel inside the stone of a sprouting palm seed.