ଖୁଜବୁଜିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷଣ ଅର୍ଥ : ଅସ୍ଥିର, ଚଞ୍ଚଳ

ଉଦାହରଣ : ଛୋଟ ପିଲାଟି ବହୁତ ଖୁଜବୁଜିଆ ହଉଛି