ଖୁଜୁରୁନାଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଜୁରୁନାଥ
ଉଚ୍ଚାରଣ: Khujurunātha

ଦେ. ବି (ନାମ) —

ତିବ୍ବତର ଲାମାମାନଙ୍କର ତୀର୍ଥ — A place of pilgrimage of the Lamas in Tibbet.

[ଦ୍ର—ଏହା ତକଲାକୋଟ୍ଗିରିସଙ୍କଟରୁ ଦଶ ମାଇଲ ଦୂର ଏଠାରେ ଭୂବନେଶ୍ବରୀ ଯନ୍ତ୍ର ଓ ଯନ୍ତ୍ର ସମ୍ମୁଖରେ ୭୮: ହାତ ଉଚ୍ଚ ଚତୁର୍ଭୂଜା ଦେବୀ ମୂର୍ତ୍ତି, ବ୍ରହ୍ମା ବିଷ୍ଣୁ ମହେଶ୍ବର ଓ ଇନ୍ଦ୍ରଦି ଦେବଙ୍କର ପ୍ରସ୍ତର ମୂର୍ତ୍ତି ଅଛି ଶକ୍ତିମୂର୍ତ୍ତି ଏନେକ ଏଥରେ ଦେବମୂର୍ତ୍ତିଙ୍କର ଅପୂର୍ବ ଶୋଭା ଓ ସୌନ୍ଦର୍ୟ୍ୟ ବର୍ଣ୍ଣନାତୀତ—ସ୍ବାମୀ ରାମାନନ୍ଦ]