ଖୁଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଡ଼ିଆ
ଉଚ୍ଚାରଣ: Khuṟḍ̠iā
(ଖୁଡ଼େଈ—ସ୍ତ୍ରୀ)

ଦେ. ବିଣ. ପୁଂ (ସଂ. କଳହ) —

କଳିହୁଡ଼ା — Quarrelsome.

ପ୍ରାଦେ. (ଗଞ୍ଜାମ) ବିଣ —

କୋଢ଼ିଆ; ଅଳସୁଆ — Idle; lazy.