ଖୁଣ୍ଟପଲାଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଣ୍ଟପଲାଶ
ଉଚ୍ଚାରଣ: Khuṇṭapalāṡa

ପ୍ରାଦେ. (ଗଡ଼ଜାତ) ବି —

ଏକପ୍ରକାର ପଲାଶ ଗଛ (ଏଥିରୁ ବ୍ରହ୍ମଚାରୀର ପଲାଶଦଣ୍ଡ ଗ୍ରହଣ କରାଯାଏ) — A kind of Butea Frondosa tree.