ଖୁଦକୁଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁଦକୁଣି
ଉଚ୍ଚାରଣ: Khudakuṇi

(ଖୁଦୁକୁଣି—ଅନ୍ୟରୂପ)

ଦେ. ବି —

୧: ଖୁଦକଣି (ଦେଖ) ୧. Khudakaṇi (See)

୨: ଖୁଦୁରୁକୁଣି (ଦେଖ) ୨. Khudurukuṇi (See)

ଭୋଦୁଅମାସରେ ଜହ୍ନିଫୁଲ ଗୀତ ଖୁଦୁକୁଣି ଓଷା ମେଳ ନନ୍ଦକିଶୋର. ନିର୍ଝରିଣୀ