ଖୁଦର
ଦେଖଣା
ଖୁଦର —
ଉଚ୍ଚାରଣ: Khudara
খুদিয়া
खुदरा
ପ୍ରାଦେ. (ଗଡ଼ଜାତ ଓ ଗଞ୍ଜାମ) ବି. (ସଂ. କ୍ଷୁଦ୍ରମୃଗ) —
ଶାଶା; ଠେକୁଆ —Hare.
ଦେ. ବି —
କ୍ଷୁଦ୍ର ମୃଗବିଶେଷ —A small deer.
ଗ୍ରା. ବିଣ—(ସଂ. କ୍ଷୁଦ୍ର; ତୁଳ—ଫା. ଖୁର୍ଦ) —
ଅତି ଛୋଟ — Tiny; very small.