ଖୁନ୍ଦାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁନ୍ଦାଇବା
ଉଚ୍ଚାରଣ: Khundāibā

ଦେ. କ୍ରି. —

୧: ଖୁନ୍ଦିବାର ଣିଜନ୍ତରୂପ — ୧. The causative from of Khundibā.

୨: ପିଲାକୁ ଉପର୍ୟ୍ଯୁପରି ବଡ଼ ବଡ଼ ଗୁଣ୍ଡା ଗିଳାଇବା — ୨. To repeatedly push in big morsels of food to the mouth of a child.