Jump to content

ଖୁବ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁବ୍
ଉଚ୍ଚାରଣ: Khub
খুব खुब

ବୈଦେ. କ୍ରି. ବିଣ. (ଫା. ଖୁବ୍=ଉତ୍ତମ) —

୧: ଅତ୍ୟନ୍ତ — ୧. Exceedingly; excessively; very; greatly; too much.

୨: ଆଚ୍ଛାକରି; ଉତ୍ତମରୂପେ — ୨. Well; thoroughly; very much.

ବିଣ. —

୧: ଆତ୍ୟନ୍ତିକ; ବେଜାୟ; ଅତିରିକ୍ତ — ୧. Excessive; too much.

୨: ଉତ୍ତମ —୨. Good; excellent.

୩: ପ୍ରଶଂସାର୍ହ —୩. Prais-worthy.