ଖୁବ୍
ଦେଖଣା
ଖୁବ୍ —
ଉଚ୍ଚାରଣ: Khub
খুব
खुब
ବୈଦେ. କ୍ରି. ବିଣ. (ଫା. ଖୁବ୍=ଉତ୍ତମ) —
୧: ଅତ୍ୟନ୍ତ — ୧. Exceedingly; excessively; very; greatly; too much.
୨: ଆଚ୍ଛାକରି; ଉତ୍ତମରୂପେ — ୨. Well; thoroughly; very much.
ବିଣ. —
୧: ଆତ୍ୟନ୍ତିକ; ବେଜାୟ; ଅତିରିକ୍ତ — ୧. Excessive; too much.
୨: ଉତ୍ତମ —୨. Good; excellent.
୩: ପ୍ରଶଂସାର୍ହ —୩. Prais-worthy.