ଖେଙ୍କଶିଆଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଙ୍କଶିଆଳ
ଉଚ୍ଚାରଣ: Kheṅkṡiāḻa

ପ୍ରାଦେ. (ବାଲେଶ୍ବର) ବି (ତିଳ. ବଂ. ଖେଁକଶିୟାଲଚ ସଂ. ଖି ଖି=ଶୃଗାଳ) —

ଶୃଗାଳବିଶେଷ; କୋକଶିଆଳି — Fox; Vulpis Bengalensis.

[ ଦ୍ର—ଏମାନେ ବିଲୁଆଙ୍କ ପରି ସ୍ଥାୟୀ ସ୍ବରରେ ନ ବୋବାଇ ଖେଁଖେଁ ସ୍ବରରେ ବୋବାନ୍ତି ]