ଖେଙ୍କଶିଆଳ
ଦେଖଣା
ଖେଙ୍କଶିଆଳ —
ଉଚ୍ଚାରଣ: Kheṅkṡiāḻa
ପ୍ରାଦେ. (ବାଲେଶ୍ବର) ବି (ତିଳ. ବଂ. ଖେଁକଶିୟାଲଚ ସଂ. ଖି ଖି=ଶୃଗାଳ) —
ଶୃଗାଳବିଶେଷ; କୋକଶିଆଳି — Fox; Vulpis Bengalensis.
[ ଦ୍ର—ଏମାନେ ବିଲୁଆଙ୍କ ପରି ସ୍ଥାୟୀ ସ୍ବରରେ ନ ବୋବାଇ ଖେଁଖେଁ ସ୍ବରରେ ବୋବାନ୍ତି ]