Jump to content

ଖେଚେଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଚେଡ଼ି
ଉଚ୍ଚାରଣ: Khecheṟḍ̠i

ଦେ. ବିଣ —

ଖେଚାଡ଼ି (ଦେଖ) — Khechāṟḍ̠i (See)

ଘଞ୍ଚୁଆ ବ୍ରହ୍ମଘାତୀ ଧେନୁ ବିନାଶିକ, ନ ଦେଇ କ୍ଷୀରୀ ପିଠା ଖେଚେଡ଼ି ଭକ୍ଷକ କୃଷ୍ଣସିଂହ, ମହାଭାରତ, ଦ୍ରୋଣ