ଖେଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଟା
ଉଚ୍ଚାରଣ: Kheṭā

ଦେ. (ପ୍ରାଚୀନ) ବି —

୧: ମାଳା — ୧. A garland.

ଲୋହିତ ହର୍ଣ୍ଣ ଶରୀର ଅଟେ ଅଂଶୁ ଅଗ୍ନି ମଲ୍ଲିଖେଟା ଘେନି ମୁଉଳିଲେ ଧବଳାଙ୍ଗୀ ସାରଳା. ମହାଭାରତ

୨: ଗଭା; ଫୁଲତୋଡ଼ା —୨ A bunch of flowers put a nosegay.

ବୈଦେ. ପ୍ରାଦେ. (ଗଞ୍ଜାମ) ବିଣ (ତେଲଗୁ) —

ପୃଥକ୍ — Separate.