ଖେତ ମାରିବା

ଉଇକିଅଭିଧାନ‌ରୁ

ଖେତ ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଜଳ ଅଭାବରୁ ବା ଯତ୍ନ ଆଭାବରୁ ଫସଲ ଶୁଖି ମରିଯିବାର କାରଣ ହେବା; ଶୁଖି ଯାଉଥିବା ଫସଲକୁ ପାଣି ନ ମଡ଼ାଇବା