ଖେମଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେମଟା
ଉଚ୍ଚାରଣ: Khemaṭā

ଦେ. ବି —

ଖେମ୍ଟା (ଦେଖ) Khemṭā (See)

ଖେମଟା ତାଳ (୧: ) ବଜାଇ ତିନିପୁରେ ଥାନ୍ତି ପ୍ରାଚୀ. ଶ୍ରୀ ଗୁରୁଭକ୍ତିଗୀତା

ବାଜନ୍ତି ବିଜିଘୋଷ ଯେ ମୃଦଙ୍ଗ ଦାଉଣ୍ଡି ପ୍ରବେଶି ଯୋଦ୍ଧା ଦେଖି ଖେମଟା (୨: ) ନାଟ ଖଣ୍ଡି ସାରଳା. ମହାଭାରତ